Home Oriya Odia Dictionary

Download Oriya Odia Dictionary APP

Reparation Oriya Odia Meaning

ମରାମତି, ସଜଡାମରାମତ

Definition

କୌଣସି ପ୍ରକାରର କ୍ଷତି ବା କୌଣସି ସ୍ଥାନର ପୂର୍ତ୍ତି ନିମନ୍ତେ ଦିଆ ଯାଇଥିବା ବା କାହାରି ସ୍ଥାନରେ ମିଳୁଥିବା ଅନ୍ୟ ବସ୍ତୁ
କୌଣସି ବସ୍ତୁ କଣା ବା ଖରାପ ହୋଇଥିବା ଅଂଶକୁ ଠିକ କରିବା କାମ
କାହାର କ୍ଷତି

Example

ରେଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମୀୟମାନେ ସରକାରଙ୍କୁ ପ୍ରତିଦାନ ମାଗିଲେ
ତା ଘରର ମରାମତି ହେଉଛି
ରେଳ ଦୁର୍ଘଟନାରେ ମୃତ ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ଏ ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ
ବୀମା କମ୍ପାନୀ ଦୁର୍ଘଟଣାଗ୍ରସ୍ତ କାରର କ୍ଷତି ପୂରଣ କଲା
ମା