Home Oriya Odia Dictionary

Download Oriya Odia Dictionary APP

Repentant Oriya Odia Meaning

ଅନୁତାପୀ, ପଶ୍ଚାତାପୀ

Definition

ନିଜ ଭୁଲ୍‌ ଅନୁଭୂତ ହେଲାପରେ ମନକୁ ଆସୁଥିବା ଖେଦ ବା ଗ୍ଲାନି
ସବୁବେଳେ କଳି କରୁଥିବା ଲୋକ
ଯେ ପ୍ରେମରେ ଆସକ୍ତ
ଯାହାକୁ ଲାଜ ମାଡ଼େ
ଏକ ପ୍ରକାର ବଥ
ନିଜ ଭୁଲ୍ ପାଇଁ ଯିଏ ପସ୍ତାଏ
ପାଦରେ ପଡ଼ି ପ୍ରଣାମ କରିବା ବ୍ୟକ୍ତି

Example

କଳିହୁଡ଼ା ଲୋକଙ୍କ ଠାରୁ ଦୂରରେ ରହିବା ହିଁ ଭଲ
ପ୍ରେମାସକ୍ତ ପୁରୁରବାଙ୍କପାଇଁ ଉର୍ବଶୀ ସ୍ୱର୍ଗ ଛାଡି ପୃଥିବୀକୁ ଆସିଥିଲେ
ସେ ନିଜ କାମରେ ଲଜ୍ଜିତ
ଅନୁଶୟୀ ପାଦରେ ଉଠେ
ସେ ପଶ୍ଚାତାପୀକୁ କ୍ଷମା କରିଦେଲା
ଗୁରୁ ଆଭୂମପ୍ରଣାମକାରୀ ଶିଷ୍ୟକୁ ଉଠାଇ ଗଳାରେ ଲଗାଇଲେ