Home Oriya Odia Dictionary

Download Oriya Odia Dictionary APP

Replace Oriya Odia Meaning

ବଦଳିବା, ବଦଳିଯିବା

Definition

ବିସ୍ତାର, କାଳ, ସମ୍ବନ୍ଧଆଦି ବିଚାରରେ ଅଲଗା କରିବା
କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
ଗୋଟିଏ ସ୍ଥାନରୁ ନେଇ ଅନ୍ୟ ଏକ ସ୍ଥାନରେ ରଖିବା
ପ୍ରଥା ଆଦିର ଅନ୍ତ କରିବା
ସ୍ଥାନ ଛାଡ଼ିବାକୁ ବାଧ୍ୟ କରିବା

Example

ଆମେ ପରସ୍ପର ମଧ୍ୟରେ ମନୋମାଳିନ୍ୟକୁ ତୁଟାଇବା
ଚୌକିଗୁଡ଼ିକୁ ଏଠାରୁ ସେଠାକୁ ଘୁଞ୍ଚାଅ ନାହିଁ
ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
ବ୍ୟବସ୍ଥାପକ କେତେକ କର୍ମଚାରୀମାନଙ୍କୁ ସେମାନଙ୍କ ପଦରୁ ହଟେଇଲେ
କିଏ ମୋ ନାଁ ଭୋଟର ଲିଷ୍ଟ୍‌ରୁ ହଟେଇ ଦେଇଛି
ଏହାର ଅପସାରଣ ଆବଶ୍ୟକ