Home Oriya Odia Dictionary

Download Oriya Odia Dictionary APP

Replete Oriya Odia Meaning

ତୁଷ୍ଟ ହେବା, ତୃପ୍ତ ହେବା, ପେଟଭରି, ସନ୍ତୁଷ୍ଟ ହେବା

Definition

ଯାହା ପୂରାପୂରି ପୂର୍ଣ୍ଣ ବା ଭରାହୋଇଛି କିମ୍ବା ଯେଉଁଥିରେ କିଛି କମ୍‌ ନାହିଁ
ଯାହାର ଇଚ୍ଛା ବା ବାସନା ପୂର୍ଣ୍ଣ ହୋଇଯାଇଛି
ସମ୍ପୂର୍ଣ୍ଣ ପେଟ ପୂରାଇ
ସମ୍ପୂର୍ଣ୍ଣ ପେଟ ଭରି
ଯେତେ ଅଧିକରୁ ଅଧିକ ଭର୍ତ୍ତିକରା ଯାଇ

Example

ମୁଁ ଆପଣଙ୍କ ଦର୍ଶନପାଇ ତୃପ୍ତ ହୋଇଗଲି
ମୁଁ ଆଜି ପେଟଭରା ଖାଇଛି
ସେ କେତେଦିନ ହେଲା ପେଟଭରି ଖାଦ୍ୟ ଖାଇନଥିଲା
ପୋଖରୀ ପାଣିରେ ଭର୍ତ୍ତି ହୋଇଛି
ଖାଇବାପାଇଁ ଲୋକମାନେ ଖାଦ୍ୟ ପଦାର୍ଥ ପୂର୍ଣ୍ଣ ଟେବୁଲ ଚାରିପଟେ ବସି