Home Oriya Odia Dictionary

Download Oriya Odia Dictionary APP

Require Oriya Odia Meaning

ଆବଶ୍ୟକତା ରହିବା, ଚାହିଦା ରହିବା, ଦରକାର ହେବା, ପ୍ରୟୋଜନ ହେବା

Definition

ଆବଶ୍ୟକ ହେବାର ଅବସ୍ଥା ବା ଭାବ
ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ
କିଛି କରିବାପାଇଁ ଆଦେଶଦେବା
ଇଚ୍ଛା କରିବା
କାହାଠାରୁ କିଛି ନେବା ପାଇଁ ଇଚ୍ଛା ପ୍ରକାଶ କରିବା

Example

ଗୁରୁ ତୁମକୁ ଘରକୁ ଯିବାପାଇଁ କହିଛନ୍ତି / ସେ ନିଜେ କିଛି କରେ ନାହିଁ କେବଳ ଅନ୍ୟକୁ ବରାଦ କରେ
ସେ ଆପଣଙ୍କୁ କିଛି ମାଗୁଛି
ମୁଁ ଆଶା କରୁଛି ଯେ ମୋର ପ୍ରଥମ ଚିଠି ଆପଣଙ୍କୁ ମିଳିଯାଇଥିବ
ଚପରାଶୀ ଘରକୁ ଯିବାକୁ ଇଚ୍ଛା କରୁଛି