Home Oriya Odia Dictionary

Download Oriya Odia Dictionary APP

Rescue Oriya Odia Meaning

ଉଦ୍ଧାର, ତାରଣ, ନିସ୍ତାର, ମୁକ୍ତି, ରକ୍ଷା

Definition

କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା
ବିପତ୍ତି, ଆକ୍ରମଣ, ହାନି, ଓ ସର୍ବନାଶରୁ ବଞ୍ଚେଇବା ପ୍ରକ୍ରିୟା
ବିପତ୍ତି ବା କଷ୍ଟ ଆଦିରେ ପଡ଼ିବାକୁ ନଦେବା
କାମରେ ଆସିବା ବା

Example

ଏହି କାର୍ଯ୍ୟରେ ସୁଧାରର ମଧ୍ୟ ଆବଶ୍ୟକତା ରହିଛି /ଡାକ୍ତରଙ୍କ ହାତରେ ରୋଗୀଙ୍କର ଉଦ୍ଧାର ହୋଇଥାଏ
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କ