Home Oriya Odia Dictionary

Download Oriya Odia Dictionary APP

Reserved Oriya Odia Meaning

ଆରକ୍ଷିତ, ନିଗ୍ରହୀ, ନିବୃତ୍ତ, ନିୟନ୍ତ୍ରିତ, ରିଜର୍ଭେସନ୍, ସଂଯତ, ସଂଯମୀ, ସଂରକ୍ଷିତ

Definition

ଯେ ମେଳାପୀ ନୁହେଁ
କୌଣସି ବିଶେଷ କାର୍ଯ୍ୟ, ପଦ, ବ୍ୟକ୍ତିଆଦି ନିମନ୍ତେ ମୁଖ୍ୟରୂପରେ ସୁରକ୍ଷିତ କରାଯାଇଥିବା
କୌଣସି ପ୍ରକାରର ସୀମା ବା ମର୍ଯ୍ୟାଦାରେ ରହିବା ଓ ତାର ଉଲ୍ଲଙ୍ଘନ ନ କରୁଥିବା
ଯାହାର ଭଲ ଭାବରେ ରକ୍ଷା କରାଯାଇଥାଏ
ଯେ ଏଭଳି ସ୍ଥିତିରେ ଥ

Example

ଶ୍ୟାମ ଅମେଳାପୀ ବ୍ୟକ୍ତି, ସେ ସର୍ବଦା ଏକୁଟିଆ ରହୁଥାଏ
ଆଜିକାଲି ପ୍ରତ୍ୟେକ ବିଭାଗରେ କିଛି କିଛି ପଦ ଅନୁସୂଚିତ ଜାତିଙ୍କ ନିମନ୍ତେ ସଂରକ୍ଷିତ ହେଉଛି
ମର୍ଯ୍ୟାଦାବାନ୍‌ ବ୍ୟକ୍ତି ଶ୍ରଦ୍ଧାର ପାତ୍ର
ଆପଣଙ୍