Home Oriya Odia Dictionary

Download Oriya Odia Dictionary APP

Resist Oriya Odia Meaning

ଅଝଟକରିବା, ଅଟକାଇଦେବା, ଅଡିବସିବା, ଅଡିବା, ଜିଦକରିବା, ରୋକିଦେବା

Definition

କୌଣସି କାର୍ଯ୍ୟଆଦିକୁ ବନ୍ଦକରିବା ନିମନ୍ତେ ତାର ବିପରୀତ କାର୍ଯ୍ୟକରିବା କିମ୍ବା ଆମେ ଚାହୁଁନଥିବା କିଛି କାର୍ଯ୍ୟର ବିପରୀତରେ କରାଯାଉଥିବା କାମ
ଶତ୍ରୁହେବାର ଅବସ୍ଥା ବା ଭାବ
କୌଣସି କଥାକୁ ଠିକ ନମାନି ତା ସଂପର୍କରେ କିଛି କହିବାର କ୍ରିୟା
କାହାରି

Example

ରାମର ବିରୋଧ ସତ୍ତ୍ୱେ ମୁଁ ନିର୍ବାଚନ ଲଢ଼ିଲି
ନିଜନିଜ ଭିତରେ ଶତ୍ରୁତାକୁ ଦୂରକରିବା ହିଁ ଭଲ
ଭଲ କାମ କରିବାରେ କାହାରି ଆପତ୍ତି ନରହିବା ଉଚିତ୍‌
ପୃଥିବୀ ସ୍ଥିର ଅଛି ଏବଂ ସୂର୍ଯ୍ୟ ଗତିମାନ, ସର୍ବ ପ୍ରଥମେ ଏହି କଥା