Home Oriya Odia Dictionary

Download Oriya Odia Dictionary APP

Resounding Oriya Odia Meaning

ବାଜୁଥିବା, ବାଦିତ

Definition

ଯାହା ଧ୍ୱନି ବା ଶବ୍ଦ ରୂପରେ ପ୍ରକଟ ହୋଇଥାଏ
ଦେଖିବାକୁ ବିଶାଳ ଓ ସୁନ୍ଦର
ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
ବଜା ହୋଇଥିବା

Example

ଅର୍ଜୁନଙ୍କ ଧନୁର ଟଙ୍କାରରେ ଚଉଦିଗ ନିନାଦିତ ହୋଇଉଠିଲା
ତାଜମହଲ ଗୋଟିଏ ସୁବିଶାଳ ଅଟ୍ଟାଳିକା
ବାଜୁଥିବା ଢୋଲର ଧ୍ୱନି ଦୂର ପର୍ଯ୍ୟନ୍ତ ଶୁଣାଯାଉଥିଲା