Home Oriya Odia Dictionary

Download Oriya Odia Dictionary APP

Respite Oriya Odia Meaning

କାର୍ଯ୍ୟ ଅବସର, ଛୁଟି

Definition

ଲେଖା ଓ ଛାପାଆଦିରେ ପ୍ରଯୁକ୍ତ ହେଉଥିବା ଏକ ବିଶିଷ୍ଟ ଚିହ୍ନ ଯାହା କେତେପ୍ରକାର ବିରାମର ସୂଚକ ହୋଇଥାଏ
କାହାରିକୁ ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ବା ଆପଣା ଦାୟିତ୍ୱ ପୁରା କରିବା ନିମନ୍ତେ ମିଳୁଥିବା ସମୟ
ସ୍ଥିର

Example

ବ୍ୟାକରଣରେ ବିରାମଚିହ୍ନର ବଡ଼ ମହତ୍ୱ ରହିଛି
ଋଣ ଦାଖଲ କରିବା ନିମନ୍ତେ ଆପଣଙ୍କୁ ଚାରି ଦିନର ମହଲତ ଦିଆଯାଉଛି
ବିଚାରାଳୟର ଆଦେଶରେ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ନିଷେଧ
ଔଷଧ ଖାଇଲାପରେ ହିଁ ମୋର ମୁଣ୍ଡ ବ୍ୟଥାରୁ ଉପଶମ ମିଳିଲା
ଥକି