Home Oriya Odia Dictionary

Download Oriya Odia Dictionary APP

Respond Oriya Odia Meaning

ଉତ୍ତର ଦେବା, ଜବାବ୍‌ ଦେବା

Definition

କୌଣସି କାମ ହେଲାପରେ ତା ବିରୋଧରେ ବା ପରିଣାମସ୍ୱରୂପ ହେଉଥିବା ଦ୍ୱିତୀୟ କ୍ରିୟା
କୌଣସି କଥାର ପ୍ରତିଶୋଧ ନେବାପାଇଁ କରାଯାଉଥିବା କାମ
କୌଣସି ପ୍ରଶ୍ନର ଉତ୍ତର ଦେବା
କୌଣସି କ୍ରିୟା ପରି କିନ୍ତୁ ବିପରୀତ ବା ବିରୁଦ୍ଧରେ ହେଉଥିବା କ୍ରିୟା
କୌଣସି ତଥ୍ୟ ବା

Example

ଚୋରୀ ଧରାପଡ଼ିଲା ପରେ ବିନା ପ୍ରତିକ୍ରିୟାରେ ସେ ନିଜର ଅପରାଧ ସ୍ୱୀକାର କରିନେଲା
ସେ ପ୍ରତିଶୋଧର ଅଗ୍ନିରେ ଜଳୁଥିଲା
ସୋହନ ମୋ ପ୍ରଶ୍ନର ଠିକ୍‌ ଉତ୍ତର ଦେଲା
ବନ୍ଧୁକରୁ ଗୁଳି ଚାଳନା ବେଳେ ଲାଗୁଥିବା ଧକ୍କା ହିଁ ହେଉଛି ପ୍ରତିକ୍ରିୟା