Home Oriya Odia Dictionary

Download Oriya Odia Dictionary APP

Restlessness Oriya Odia Meaning

ଅଧୀରତା, ଚଞ୍ଚଳତା, ଚପଳତା, ଧୈର୍ଯ୍ୟହୀନତା

Definition

ଉଦବିଗ୍ନ ହେବାର ଅବସ୍ଥା ବା ଭାବ
ଆତୁର ହେବାର ଅବସ୍ଥା

Example

ଉଦବିଗ୍ନତା କାରଣରୁ ଏହି କାର୍ଯ୍ୟରେ ମୁଁ ନିଜର ମନୋନିବେଶ କରିପାରୁନାହିଁ
ଦୁଇ ବର୍ଷ କାଳ ଘରୁ ଦୂରରେ ରହିବା ପରେ ଘର ଲୋକଙ୍କ ସହିତ ମିଶିବାପାଇଁ ତାଙ୍କର ଆତୁରତା ବଢ଼ିଚାଲିଥିଲା