Home Oriya Odia Dictionary

Download Oriya Odia Dictionary APP

Restore Oriya Odia Meaning

ଆଣିବା, ଠିକ କରିବା, ପୂର୍ବରୁ ହେଲାଭଳି କରିବା, ପୂର୍ବାବସ୍ଥାକୁ ଆଣିବା, ମରାମତି କରିବା, ମୂଳ ସ୍ଥିତିକୁ ଆଣିବା, ସଜାଡିବା

Definition

ନିଜ ସ୍ଥାନରେ ବା ପୁଣି ପୂର୍ବ ଭଳି ସ୍ଥିତ
ଯାହାର କୌଣସି ରୋଗ ନାହିଁ ବା ଯାହାର ସ୍ୱାସ୍ଥ୍ୟ ଭଲ ଅଛି
ଭଙ୍ଗାରୁଜା ଜିନିଷକୁ ପୁଣି ଠିକ୍‌ ଅବସ୍ଥା ବା ରୂପକୁ ଆଣିବା
ପୁଣି ଖୋଜି ବାହାର କରିବା

Example

ବରଖାସ୍ତ କର୍ମଚାରୀଙ୍କ ଦୋଷ ପ୍ରମାଣିତ ହୋଇ ନପାରିବାରୁ କମ୍ପାନୀ ପୁଣି ସେମାନଙ୍କୁ କାମରେ ପୁନର୍ନିଯୁକ୍ତି ଦେଲେ
ଘଣ୍ଟା ମରାମତବାଲା ଘଣ୍ଟା ମରାମତି କରୁଛି
ମୁଁ ଯେଉଁ ବହିଟି ପିଲାଦିନେ ପଢ଼ିଥିଲି ତାକୁ ପୁଣି ପାଇଲି