Home Oriya Odia Dictionary

Download Oriya Odia Dictionary APP

Restrain Oriya Odia Meaning

ମନମାରିବା

Definition

ସେହି ଛୋଟ ଦୁଇ ମୁହାଁ ବର୍ଚ୍ଛା ଯାହା ହାତୀ ଚଲେଇବା ଓ ବଶରେ ରଖିବାରେ ସାହାଯ୍ୟ କରେ
ରୋକିବା ବା ବାଧାଦେବା
କଟକଣା ଲଗେଇବା
ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
କାହାରିକୁ ଆଗକୁ ବଢ଼ିବାକୁ ନଦେବା
ଚାଲିଆସୁଥିବା କଥା ଆଦିକୁ

Example

ମେଳାରେ ମାହୁନ୍ତ ଅଙ୍କୁଶରେ ବାରମ୍ବାର ହାତୀର ମୁଣ୍ଡକୁ ପ୍ରହାର କରୁଥିଲା
ଡକାୟତମାନେ ମାର୍ଗ ଅବରୋଧ କଲେ
ମାଆ ପୁଅକୁ ଖରାରେ ବାହାରକୁ ଯିବାରୁ ବାରଣକଲେ
ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
ପୋଲିସ ଶୋଭାଯାତ୍ରାକୁ ଚୌକ ଉପରେ ହିଁ ଅଟକାଇଦେଲ