Home Oriya Odia Dictionary

Download Oriya Odia Dictionary APP

Resultant Oriya Odia Meaning

ଅନୁବସିତ, ପରିଣତି, ପରିଣାମ, ପ୍ରତିଫଳ , ଫଳ

Definition

କୌଣସି କାର୍ଯ୍ୟ ଶେଷରେ ଏହାର ଫଳ ସ୍ୱରୂପ ହେଉଥିବା କଥା
ଯୁକ୍ତିଦ୍ୱାରା କୌଣସି ବସ୍ତୁର ସ୍ଥିତି ସମ୍ପର୍କରେ ନିଶ୍ଚୟ କରିବା
ବସ୍ତ୍ର ପିନ୍ଧିଥିବା ବ୍ୟକ୍ତି
କାହା ପରେ ତାହାର ପରିମାଣ ସ୍ୱରୂପ ହେବାବାଲା

Example

ତାଙ୍କ କାର୍ଯ୍ୟର ପରିଣାମ ବହୁତ ଖରାପ ହେଲା
ବହୁତ ପ୍ରଯତ୍ନପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ରାମ ଭଲ ଲୋକ
ବସ୍ତ୍ରଧାରୀ ସାଧୁମାନଙ୍କ ମଧ୍ୟରେ ଦୁଇଜଣ ନାଗା ସାଧୁ ବସିଥିଲେ
ଧୂମ୍ରପାନର ଅନୁବସିତ ରୋଗ ହେଉଛି କ୍ୟାନସର