Home Oriya Odia Dictionary

Download Oriya Odia Dictionary APP

Reticent Oriya Odia Meaning

ନିଗ୍ରହୀ, ନିବୃତ୍ତ, ନିୟନ୍ତ୍ରିତ, ସଂଯତ, ସଂଯମୀ

Definition

ଯେ ବେଶି କହେ ନାହିଁ ବା ଯେ କାମ ଚଳିଗଲା ଭଳି କଥା କହେ
ପ୍ରାୟତଃ ଚୁପଚାପ ରହିବା ଲୋକ ବା ମନର ଭାବକୁ ମନରେ ରଖୁଥିବା ଲୋକ
କୌଣସି ପ୍ରକାରର ସୀମା ବା ମର୍ଯ୍ୟାଦାରେ ରହିବା ଓ ତାର ଉଲ୍ଲଙ୍ଘନ ନ କରୁଥିବା
ନିୟମ,ସଂଯମ ଆ

Example

ଶ୍ୟାମ ଅଳ୍ପଭାଷୀ
ତାର ଚୁପ ସ୍ୱଭାବରେ ସମସ୍ତେ ବ୍ୟତିବ୍ୟସ୍ତ
ମର୍ଯ୍ୟାଦାବାନ୍‌ ବ୍ୟକ୍ତି ଶ୍ରଦ୍ଧାର ପାତ୍ର
ସଂଯତ ଜୀବନ ଜିଇଁଲେ ମନୁଷ୍ୟ ସୁଖୀ ରହେ
ସଂଯତ ବ୍ୟକ୍ତି ହିଁ ଧର୍ମ