Home Oriya Odia Dictionary

Download Oriya Odia Dictionary APP

Retirement Oriya Odia Meaning

ଅବସର ଗ୍ରହଣ, ଅବସର ପ୍ରାପ୍ତି, ରିଟାୟରମେଣ୍ଟ, ସେବାନିବୃତ୍ତି

Definition

କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା
ନିର୍ଦ୍ଧାରିତ ସମୟ ପରେ ଚାକିରୀରୁ ଦୂରେଇଯିବାର କ୍ରିୟା
ହିନ୍ଦୁମାନଙ୍କର ଚାରି ଆଶ୍ରମ ମଧ୍ୟରୁ ଶେଷଟି ଯେଉଁଥିରେ ତ୍ୟାଗୀ ଓ ବିରାଗୀ ହୋଇ ସବୁ

Example

କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ
ଅବସର ଗ୍ରହଣ ପରେ ଶ୍ୟାମର ବାପା ଘରେ ହିଁ ରହୁଛନ୍ତି
ପ୍ରାଚୀନ କାଳରେ ଲୋକେ ବାନପ୍ରସ୍ଥପରେ ନିଜର ସବୁ ଦାୟିତ୍ୱ ପିଲାମାନଙ୍କ