Home Oriya Odia Dictionary

Download Oriya Odia Dictionary APP

Reveal Oriya Odia Meaning

ଉନ୍ମୋଚନ ହେବା, ଉନ୍ମୋଚିତ କରିବା, ଖୋଲିବା, ପଦାକୁବାହାରିବା, ପର୍ଦାଫାଶ କରିବା, ପ୍ରକାଶ କରିବା

Definition

କୌଣସି ବିଷୟଆଦିକୁ ବ୍ୟକ୍ତ କରିବା
ଯାହାର ଅଭିବ୍ୟଞ୍ଜନ ହୋଇଛି ବା ପ୍ରକଟ କରାଯାଇଥିବା
ଯାହା ସମସ୍ତଙ୍କ ସମ୍ମୁଖରେ ଥାଏ ବା ସମ୍ମୁଖରେ ଆସିଥାଏ
ଯାହା ପୂରାପୂରି ବୁଝି ହୁଏ

Example

ସେ ତା ବିଚାରକୁ ବ୍ୟକ୍ତ କଲା
ଅଭିବ୍ୟକ୍ତ ଭାବକୁ ଲୁଚାଇବାପାଇଁ କାହିଁକି ଚେଷ୍ଟା କରୁଛନ୍ତି?
ଯେତେବେଳେ କଥା ପରିପ୍ରକାଶ ହୋଇଗଲାଣି, ଆଉ ଡରିବାର ନାହିଁ
ଏହି କବିତାର ଭାବ ସ୍ପଷ୍ଟ ନୁହେଁ