Home Oriya Odia Dictionary

Download Oriya Odia Dictionary APP

Revenge Oriya Odia Meaning

ପ୍ରତିକ୍ରିୟା, ପ୍ରତିବିଧାନ, ପ୍ରତିଶୋଧ, ପ୍ରତିଶୋଧ ନେବା, ବଦଲା, ବଦଲା ନେବା, ବିପରୀତ କ୍ରିୟା, ହିସାବ ବରାବର କରିବା

Definition

ବସ୍ତୁଆଦିର ଦେବା ନେବାର ପ୍ରକ୍ରିୟା
କୌଣସି ପ୍ରକାରର କ୍ଷତି ବା କୌଣସି ସ୍ଥାନର ପୂର୍ତ୍ତି ନିମନ୍ତେ ଦିଆ ଯାଇଥିବା ବା କାହାରି ସ୍ଥାନରେ ମିଳୁଥିବା ଅନ୍ୟ ବସ୍ତୁ
କୌଣସି କଥାର ପ୍ରତିଶୋଧ ନେବାପାଇଁ କରାଯାଉଥିବା କାମ
ଯାହାର ପରିବର୍ତ୍ତନ ହୋଇଛି
କୌଣସି

Example

ପାରସ୍ପରିକ ବିନିମୟରେ ଜୀବନ ନିର୍ବାହକରିବା ପ୍ରଣାଳୀ ପ୍ରାଚୀନକାଳରୁ ରହିଛି / ବସ୍ତୁ ବିକ୍ରି କରିଥିବା ସମୟରେ ସେ ଠକିଦେଲା
ରେଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମୀୟମାନେ ସରକାରଙ୍କୁ ପ୍ରତିଦାନ ମାଗିଲେ
ସେ ପ୍ରତିଶୋଧର ଅଗ୍ନିରେ ଜଳୁଥିଲା
ରଞ୍ଜନକୁ ମାରି ସେ ନିଜ ଭାତୃହତ୍ୟାର