Home Oriya Odia Dictionary

Download Oriya Odia Dictionary APP

Reverberating Oriya Odia Meaning

ବାଜୁଥିବା, ବାଦିତ

Definition

ଯାହା ଧ୍ୱନି ବା ଶବ୍ଦ ରୂପରେ ପ୍ରକଟ ହୋଇଥାଏ
ଯାହା ଗୁଞ୍ଜରିତ ହୁଏ
ବଜା ହୋଇଥିବା

Example

ଅର୍ଜୁନଙ୍କ ଧନୁର ଟଙ୍କାରରେ ଚଉଦିଗ ନିନାଦିତ ହୋଇଉଠିଲା
ପ୍ରତିଧ୍ୱନିତ ଶଙ୍ଖର ଶବ୍ଦ ଚାରିଆଡ଼େ ଖେଳିଗଲା
ବାଜୁଥିବା ଢୋଲର ଧ୍ୱନି ଦୂର ପର୍ଯ୍ୟନ୍ତ ଶୁଣାଯାଉଥିଲା