Home Oriya Odia Dictionary

Download Oriya Odia Dictionary APP

Revilement Oriya Odia Meaning

କଟୁବଚନ, କୁବଚନ, ଖରାପକଥା

Definition

କ୍ରୋଧପୂର୍ବକ ଓ ଟାଣକରି କୁହାଯାଉଥିବା କଥା
ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
କିଛି ଅନୁଚିତ କାର୍ଯ୍ୟ ପାଇଁ ତିରସ୍କାର କରିବାର ପ୍ରକ୍ରିୟା

Example

ବାପାଙ୍କ ଧମକ-ଚମକରେ ରାଗିଯାଇ ରାମ ଘର ଛାଡ଼ି ପଳାଇଲା
ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା