Home Oriya Odia Dictionary

Download Oriya Odia Dictionary APP

Revolution Oriya Odia Meaning

କ୍ରାନ୍ତି, ପରିକ୍ରମଣ, ପରିକ୍ରମା, ଭ୍ରମଣ

Definition

କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ
ଯେଉଁ ବଡ଼ ପରିବର୍ତ୍ତନଦ୍ୱାରା କୌଣସି ସ୍ଥିତି ବା ସ୍ୱରୂପ ସଂପୂର୍ଣ୍ଣ ବଦଳି ଯାଏ
ମନ୍ଦିର ବା ପବିତ୍ର ସ୍ଥାନଆଦିର ଚାରିପାଖ ବୁଲିବା ନିମନ୍ତେ

Example

ଭାରତୀୟମାନେ ଇଂରେଜମାନଙ୍କ ବିରୁଦ୍ଧରେ କ୍ରାନ୍ତି ଆରମ୍ଭ କଲେ
ପରିକ୍ରମା ମାର୍ଗରେ ଯିବାବେଳେ ଆମେ କେତେକ ଦେବତାଙ୍କୁ ଦର୍ଶନ କଲୁ
ଏହି ପର୍ଯ୍ୟଟନ ଦଳ ପୂରା ଭାରତ ପରିଭ୍ରମଣ କରି ଫେରୁଛନ୍ତି