Home Oriya Odia Dictionary

Download Oriya Odia Dictionary APP

Reward Oriya Odia Meaning

ପ୍ରତିଫଳ

Definition

କୌଣସି କାମପାଇଁ ଦିଆଯାଇଥିବା ସମ୍ମାନ ବା ବସ୍ତୁ ଇତ୍ୟାଦି
କାହାରି ଉପରେ ଖୁସି ହୋଇ ଦିଆଯାଉଥିବା ବସ୍ତୁ ବା ଦ୍ରବ୍ୟ

Example

ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ବିଦ୍ୟାଳୟରେ ପୁରସ୍କାର ବିତରଣ କରାଯାଏ
ନର୍ତ୍ତକୀ ମାଗିଥିବା ବକସିସ୍‌ ରାଜା ପ୍ରଦାନ କଲେ