Home Oriya Odia Dictionary

Download Oriya Odia Dictionary APP

Riches Oriya Odia Meaning

ଧନ, ସମ୍ପତ୍ତି

Definition

ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି
ଧନ ଦୌଲତ ଏବଂ ଭୂସଂପତ୍ତିଆଦି ଯାହା କାହାର ଅଧିକାରରେ ଅଛି ଏବଂ ଯାହା କିଣାବିକା କରାଯାଇପାରିବ
କାହାରି ପାଖରେ ଥିବା ଅସଲ ଧନ କିମ୍ବା ଲାଭ ଆଦିପାଇଁ ବେପାରରେ ଲଗାଯାଉଥିବା ଧନ
ଧନପକ୍ଷରୁ ସମ୍ବନ୍ଧ ରଖୁଥିବା
ଏକା ପ୍ରକାରର ଉପଯୋଗୀ ଓ

Example

ଧନ-ଦୌଲତର ଉପଯୋଗ ଭଲ କାମରେ କରାଯିବା ଆବଶ୍ୟକ
ସେ ବହୁତ ପରିଶ୍ରମକରି ଅତ୍ୟଧିକ ସମ୍ପତ୍ତି ଅର୍ଜନ କଲେ
ଚୁମ୍ବକର ଦୁଇ ଧନାତ୍ମକ ଶୀର୍ଷ ପରସ୍ପରକୁ ପ୍ରତିକର୍ଷିତ କରେ
ପ୍ରଥମେ ଗଉଡ଼ର ସଂପନ୍ନତା ତାର ଗୋ ଧନରୁ