Home Oriya Odia Dictionary

Download Oriya Odia Dictionary APP

Richness Oriya Odia Meaning

ଅତି ଅଧିକ, ଅତ୍ୟଧିକତା, ଧନାଢ୍ୟତା, ଧନୀପଣିଆ, ପ୍ରଚୂରତା, ପ୍ରାଚୂର୍ଯ୍ୟ, ବିପୁଳତା

Definition

ଅତ୍ୟଧିକ ହେବାର ଅବସ୍ଥା ବା ଭାବ
ଧନୀ ହେବାର ଅବସ୍ଥା

Example

ଶରୀରରେ ଚିନିର ଅତ୍ୟଧିକତା ଯୋଗୁଁ ମଧୁମେହ ରୋଗ ହୁଏ
ତାଙ୍କ ଜୀବନରେ ସେ କେବେ ଧନାଢ଼୍ୟତାର ଅଧୀନ ହୋଇନାହାନ୍ତି