Home Oriya Odia Dictionary

Download Oriya Odia Dictionary APP

Rider Oriya Odia Meaning

ଆରୋହୀ, ଯାତ୍ରୀ, ସବାର

Definition

କୌଣସି ଘୋଡ଼ା, ଗାଡ଼ି ବା ବାହାନ ଉପରେ ଚଢ଼ିଥିବା ବ୍ୟକ୍ତି
ଯେ ଘୋଡ଼ା ଉପରେ ଚଢ଼େ
କୌଣସି ଜିନିଷ ଉପରେ ଚଢ଼ିବା ବା ବସିବା

Example

ଯୁଦ୍ଧ କାରଣରୁ କେତେ ଆରୋହୀ ବୀର ଗତି ପାଇଗଲେ
ଗଣତନ୍ତ୍ର ଦିବସ ଅବସରରେ ପାଞ୍ଚ ଶହ ଘୋଡ଼ା ଚାଳକଙ୍କ ପଟୁଆର ବାହାରିଲା
ସାଇକେଲରୁ ଆରୋହଣକାରୀ ପଡ଼ିଗଲା