Home Oriya Odia Dictionary

Download Oriya Odia Dictionary APP

Rind Oriya Odia Meaning

ଚୋପା, ବକଳ

Definition

ଫଳ, ମଞ୍ଜିଆଦିର ଆବରଣ
ମୃତ ପଶୁମାନଙ୍କଠାରୁ ବାହାର କରାଯାଇଥିବା ଯେଉଁ ଛାଲରେ ଜୋତା ତିଆରି କରାଯାଏ
ଶରୀର ଉପରେଥିବା ଚମଡ଼ା
ପୂଜ ଶୁଖିଗଲାପରେ ଘା ଉପରେ ଜମି ଯାଇଥିବା ପରସ୍ତ
ଶୁଖିବା ବା ସଙ୍କୁଚିତ

Example

ଗାଈ କଦଳୀ ଚୋପା ଚୋବାଉଛି
ସେ ଚମଡ଼ା କାମ କରୁଅଛି
ଶଲ୍ୟ ଚିକିତ୍ସକ ଘା ଉପରେ ବ୍ୟାଣ୍ଡେଜ୍‌ କରିବା ପୂର୍ବରୁ ତା ଉପରର ବକଳାକୁ ସଫା କରିଦେଲେ
ପାଣି ଅଭାବରୁ ବିଲରେ ଖୋଳପା ଉ