Home Oriya Odia Dictionary

Download Oriya Odia Dictionary APP

Ring Oriya Odia Meaning

ଆଖଡା, କଡା, ଘଣ୍ଟି, ଚକ୍କର କାଟିବା, ଚକ୍କର ମାରିବା, ପ୍ରତିଧ୍ବନିତ ହେବା, ବଳୟ, ବଳା, ବାଜିବା, ବାଡେଇହେବା, ମଲ୍ଲଭୂମି

Definition

କ୍ଷେତ୍ରଆଦିର ଏଭଳି ବିଭାଗ ଯାହା ଜଣେ ବିଶେଷ ଅଧିକାରୀଙ୍କ ଅଧୀନରେ ଥାଏ ଏବଂ ଯାହା ଜିଲ୍ଲାଆଦିରେ ବିଭାଜିତ ହୋଇଥାଏ
କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି
ଆଙ୍ଗୁଳିରେ ପିନ୍ଧାଯାଉଥିବା ଏକ ପ୍ରକାର ଆଭୂଷଣ
କାନ୍ଥଆଦି ଦ୍ୱାରା

Example

ସେ ଉତ୍ତରପ୍ରଦେଶର ଗୋରଖପୁର ମଣ୍ଡଳର ଅଧିବାସୀ
ଶ୍ୟାମ ଡାହାଣ ହାତର ପାଞ୍ଚଟି ଯାକ ଆଙ୍ଗୁଳିରେ ମୁଦି ପିନ୍ଧିଥାଏ
ପିଲାମାନେ ହତାରେ ଖେଳୁଛନ୍ତି
ଆଜିକାଲି ସମାଜରେ ନିତି ନୂଆ ନୂଆ ଦଳ ମୁଣ୍ଡ ଟେକୁଛନ୍ତି
ସେ ଅଭ୍ୟାସ ପୁସ୍ତିକାରେ ବୃତ୍ତ ତିଆରି କରୁଅଛି