Home Oriya Odia Dictionary

Download Oriya Odia Dictionary APP

Rip Off Oriya Odia Meaning

ଠକେଇଯିବା, ଧୋକାଖାଇବା

Definition

ଅନ୍ୟର ଜିନିଷ ଚୋରିକରି ନେବା
କାହାରିଦ୍ୱାରା ଠକେଇରେ ପଡ଼ିବା
କୌଣସି ବିଦ୍ୟାକୁ ଗୁପ୍ତ ଭାବରେ ପ୍ରାପ୍ତ କରିନେବା
ଜିନିଷପତ୍ର ଆଦି ଚୋରିକରିବାପାଇଁ ଦଳବାନ୍ଧି କରାଯାଉଥିବା ଆକ୍ରମଣ

Example

ବସ୍‌ରେ ମୋର ପର୍ସ କିଏ ଚୋରେଇନେଲା
ଏହି ଧନ୍ଦାରେ ମୁଁ ଠିକିଗଲି
ସେ ଇଂରେଜୀ ଗୀତର ସ୍ୱରକୁ ଚୋରାଇଲା
ଗତ ସପ୍ତାହରେ ଏଠାରେ ଗୋଟିଏ ଦୋକାନରେ ଡକାୟତି ହୋଇଥିଲା