Home Oriya Odia Dictionary

Download Oriya Odia Dictionary APP

Rise Oriya Odia Meaning

ଆବିର୍ଭାବ, ଉଇଁବା, ଉଚ୍ଚା ହେବା, ଉଠାଣ, ଉଠାଣି, ଉଠିବା, ଉତ୍ଥାନ, ଉତ୍ପନ୍ନ ହେବା, ଉଦୟ ହେବା, ଜାତ ହେବା, ପ୍ରକଟନ, ପ୍ରକଟୀକରଣ, ଭାସିବା, ସୃଷ୍ଟିହେବା

Definition

କୌଣସି କାମ ପୂରା କରିବା ନିମନ୍ତେ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଦିଆଯାଉଥିବା ଧନ
ଗୋଡ଼ ସିଧାକରି ତାହାର ଆଧାରରେ ଶରୀରକୁ ଠିଆ କରେଇବା
କୌଣସି ବସ୍ତୁଆଦି ନିଜ ସ୍ଥାନରୁ ଉପରକୁ ଆସିବା ବା ଦେଖାଦେବା
ସୁନ୍ଦର ବା ଭଲ ଲାଗିବା
ପୂର୍ବ ଅବସ୍ଥାରୁ ଭଲ କିମ୍ବା ଉଚ୍ଚ ଅବସ୍ଥାଆଡ଼କୁ ବଢ଼ିବା

Example

ଆଜି ମଜୁରୀରେ ଶହେ ଟଙ୍କା ଖର୍ଚ୍ଚହେଲା
ନେତା ଭାଷଣ ଦେବାପାଇଁ ଉଠିଲେ
ଏବର୍ଷ ଖେତରେ ଅତ୍ୟଧିକ ଖାଦ୍ୟଶସ୍ୟ ଉତ୍ପନ୍ନ ହୋଇଛି
ସୂର୍ଯ୍ୟ ପୂର୍ବଦିଗରେ ଉଦୟ ହୁଅନ୍ତି
ଏହି ପୋଷାକ ଆପଣଙ୍କୁ ମାନୁଛି
ସେ ବ୍ୟବସାୟରେ ଦିନକୁଦିନ