Home Oriya Odia Dictionary

Download Oriya Odia Dictionary APP

Ritual Oriya Odia Meaning

ଆହୁତି

Definition

ଯେଉଁ କର୍ମ ଧର୍ମ ସହିତ ସମ୍ବନ୍ଧିତ
ହିନ୍ଦୁମାନଙ୍କ ଧର୍ମଦୃଷ୍ଟିରେ ମନୁଷ୍ୟକୁ ଶୁଦ୍ଧ ଓ ଉନ୍ନତ କରିବା ନିମନ୍ତେ କରାଯାଉଥିବା ବିଶିଷ୍ଟ କୃତ୍ୟ
ସ୍ୱର୍ଗ ଆଦି ଶୁଭଫଳ ଦେଉଥିବା କାର୍ଯ୍ୟ
ଦୋଷ ବା ତ୍ରୁଟିଗୁଡ଼ିକୁ ଦୂରକରି

Example

ମହାତ୍ମାମାନେ ଧର୍ମକର୍ମରେ ଲୀନ ହୋଇଅଛନ୍ତି
ହିନ୍ଦୁ ଧର୍ମରେ ସଂସ୍କାରର ବଡ଼ ମହତ୍ତ୍ୱ ରହିଛି
ଦୀନଦୁଃଖୀମାନଙ୍କ ସେବା ହିଁ ସବୁଠାରୁ ବଡ଼ ଧର୍ମ
ଏହି କାର୍ଯ୍ୟରେ ସୁଧାରର ମଧ୍ୟ ଆବଶ୍ୟକତା ରହିଛି /ଡାକ୍ତରଙ୍କ ହାତରେ ରୋଗୀଙ୍କର ଉଦ୍ଧାର ହୋଇଥାଏ
ପାଣିନି ଦେବଭାଷାକୁ