Home Oriya Odia Dictionary

Download Oriya Odia Dictionary APP

Rival Oriya Odia Meaning

ପାଖାପାଖି ହେବା, ପ୍ରତିଦ୍ବନ୍ଦୀ, ପ୍ରତିଯୋଗୀ, ପ୍ରତିସ୍ପଦ୍ଧୀ, ସମାନ ହେବା, ସମାସ୍କନ୍ଦ ହେବା

Definition

ଯାହା ସହିତ ଶତ୍ରୁତା ଅଛି
ଯେ ପ୍ରତିଯୋଗିତାରେ ଭାଗ ନିଏ
ସ୍ପର୍ଦ୍ଧା କରୁଥିବା‌

Example

ଶତ୍ରୁ ଏବଂ ନିଆଁକୁ କେବେ ଦୁର୍ବଳ ଭାବିବା ଉଚିତ ନୁହେଁ
ଗେଡ଼ା ମୁଷ୍ଟିଯୋଦ୍ଧା ତାଙ୍କ ପ୍ରତିଯୋଗୀଙ୍କୁ ଧୂଳି ଚଟେଇଦେଲେ
ମୁଷ୍ଟିଯୋଦ୍ଧା ପ୍ରତିଦ୍ୱନ୍ଦୀ ବ୍ୟକ୍ତିଙ୍କୁ ତଳେ ପକାଇ ଦେଲେ