Home Oriya Odia Dictionary

Download Oriya Odia Dictionary APP

Roadway Oriya Odia Meaning

ବାଟ, ରାସ୍ତା, ସଡକ

Definition

ଗନ୍ତବ୍ୟ ସ୍ଥାନ ପର୍ଯ୍ୟନ୍ତ ପହଁଞ୍ଚିବାପାଇଁ ମଝିରେ ପଡ଼ୁଥିବା ଭୂଭାଗ ଯାହା ଉପରେ ଚଲାଯାଏ
ଯତାୟତ କରିବାପାଇଁ ଓସାରିଆ ପକ୍କା ରାସ୍ତା

Example

ଏହି ରାସ୍ତା ସିଧା ମୋ ଘର ପର୍ଯ୍ୟନ୍ତ ଯାଇଛି
ଏହି ସଡ଼କ ସିଧା ଦିଲ୍ଲୀ ଯାଇଛି