Roam Oriya Odia Meaning
ଇତସ୍ତତଃ ଭ୍ରମଣ କରିବା, ଏଣେତେଣେ ବୁଲିବା
Definition
କୌଣସି ବସ୍ତୁର ବିନା ସ୍ଥାନ ପରିବର୍ତ୍ତନରେ ନିଜ ଚାରିପଟେ ବୁଲିବା
କୌଣସି ସ୍ଥାନରେ ଭ୍ରମଣ କରିବା
ମନଖୁସି କରିବା, ବ୍ୟାୟାମ, ବାୟୁସେବନ, ସ୍ୱାସ୍ଥ୍ୟ ସୁଧାରିବା ଇତ୍ୟାଦିପାଇଁ ବୁଲାବୁଲି କରିବା
ପଛ ଆଡ଼କୁ ବୁଲିବା
ଘୂରିବାର ପ୍ରକ୍ରିୟା
ପ୍ରଚାର ଉଦ୍ଦେଶ୍ୟର
Example
ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି
ସେ ବଗିଚାରେ ବୁଲାବୁଲି କରୁଅଛି
ରାମର ଡାକ ଶୁଣି ଶ୍ୟାମ ପଛକୁ ଲେଉଟିଲା
ପୃଥିବୀର ଘୂର୍ଣ୍ଣନ ଯୋଗୁଁ ଦିନରାତି ହୁଏ
ପଦଚାରଣ ସ୍ୱାସ୍ଥ୍ୟପାଇଁ ଭଲ
Cartography in Oriya OdiaIndian Cholera in Oriya OdiaUndecided in Oriya OdiaFlag Of Truce in Oriya OdiaPang in Oriya OdiaQuench in Oriya OdiaFull in Oriya OdiaObsequious in Oriya OdiaNurture in Oriya OdiaValorousness in Oriya OdiaAccustom in Oriya OdiaScrutinize in Oriya OdiaPrime in Oriya OdiaFalseness in Oriya OdiaClimb in Oriya OdiaAccepted in Oriya OdiaCooperative in Oriya OdiaNovel in Oriya OdiaNarration in Oriya OdiaDistribute in Oriya Odia