Home Oriya Odia Dictionary

Download Oriya Odia Dictionary APP

Rocket Oriya Odia Meaning

ରକେଟ

Definition

ଗୋଟିଏ ପ୍ରକାରର ବାଣ ଯାହା ଆକାଶରେ ଯାଇ ଫୁଟେ
ଏକ ପ୍ରକାରର ଆକାଶ ଯାନ ଯାହା ଏକ ବିଶେଷ ଗ୍ୟାସର ପ୍ରତିକ୍ରିୟାର ଫଳସ୍ୱରୂପ ଉଡ଼େ

Example

ଆମେ ଦୀପାବଳୀ ଦିନ ହାବିଳି ମଧ୍ୟ ଛାଡ଼ୁ
ରକେଟ ପ୍ରକ୍ଷେପଣ କେନ୍ଦ୍ରମାନଙ୍କ ଦ୍ୱାରା ରକେଟଗୁଡ଼ିକୁ ଉପରକୁ ପଠାଇ ସୂଚନା ପ୍ରାପ୍ତ କରାଯାଏ