Home Oriya Odia Dictionary

Download Oriya Odia Dictionary APP

Rod Oriya Odia Meaning

ଛଡ, ରଡ

Definition

ଲୁହାଆଦିର ପତଳା ଛଡ଼
ଧାତୁର ଏକ ଲମ୍ବା ଓ ଛୋଟ ମୋଟା ଗୋଲାକାର ଖଣ୍ଡ
କୌଣସି ଗଛର ଶାଖା ଯାହାକୁ ବାଡି ଭାବେ ବ୍ୟବହାର କରାଯାଏ
ଗୋଟିଏ ଛୋଟ ଗଛ ଯାହାର ଶାଖାରୁ ବାଡ଼ି ଓ ଟୋକେଇଆଦି ତିଆରି ହୁଏ ଏବଂ ଚୌକି ବୁଣାଯାଏ
ଚା

Example

ସେ ଲୁହାଛଡ଼କୁ ହାତରେ ବଙ୍କା କରିଦେଲା
ଏଠାରେ ରଖାଯାଇଥିବା ଛଡ଼ରେ ଜଙ୍କ୍‌ ଲାଗିଯାଇଛି
ଶ୍ୟାମ ଘରପାଠ ଅଧା କରିଥିବାରୁ ଶିକ୍ଷକ ତାକୁ ବେତରେ ପିଟିଲେ
ମୋହନ ନିଜ ଘର ପଛରେ ବେତ ଲଗେଇଛି
ବୁଢ଼ୀମା ବାଡ଼ି ଧରି ଚାଲୁଛନ୍ତି
ସେ ମଜାର ଉପର