Home Oriya Odia Dictionary

Download Oriya Odia Dictionary APP

Romance Oriya Odia Meaning

ଚତୁରୀ, ଛଇ, ଛୋପରି, ପ୍ରେମ କଥା, ପ୍ରେମ କାହାଣୀ, ପ୍ରେମପ୍ରସଙ୍ଗ, ରୋମାନସ୍‌

Definition

ଦୁଇ ପ୍ରେମୀଙ୍କ ମଧ୍ୟରେ ସମ୍ବନ୍ଧ
ଏଭଳି ଆନନ୍ଦ ବା ଭୟ ଯେଉଁଥିରେ ଲୋମ ଛିଡ଼ା ହୋଇଯାଏ
ଯେଉଁ କାହାଣୀରେ କାହାର ପ୍ରେମର ବର୍ଣ୍ଣନା ଥାଏ

Example

ଚଳଚ୍ଚିତ୍ର ଦୁନିଆରେ ସବୁବେଳେ ରୋମାନସ୍‌ର ଚର୍ଚ୍ଚା ଚାଲିଥାଏ
ମୁକୁଳ ଅତ୍ୟଧିକ ରୋମାଞ୍ଚ କାରଣରୁ କଥା କହି ପାରୁନଥିଲା
ସେ ପ୍ରେମ କାହାଣୀ ପଢ଼ୁଛି