Home Oriya Odia Dictionary

Download Oriya Odia Dictionary APP

Roof Oriya Odia Meaning

ଛାତ

Definition

ଚୂନ ଗୋଡ଼ିଆଦିରେ ତିଆରି ହୋଇଥିବା ଘରର ଛାଉଣି ଅଂଶ
ଘରର ଉପରି ଭାଗ ଯାହା ଅନୁଚ୍ଚ କାନ୍ଥଦ୍ୱାରା ଘେରା ହୋଇଥାଏ
କେହି ରହୁଥିବା ସ୍ଥାନ
ଚୂନ, ଗୋଡ଼ିରେ ତିଆରି ହୋଇଥିବା ସେଇ ଛାତର ତଳ ଭାଗ ଯାହା କୋଠରୀର ଉପରଆଡ଼କୁ ଦେଖାଯାଏ

Example

ଛାତ ଉପରେ ପିଲାମାନେ ଖେଳୁଛନ୍ତି
ପିଲାମାନେ କୋଠା ଉପରେ ଖୁସିରେ ଡିଆଁଡେଇଁ କରୁଛନ୍ତି
ସ୍ୱଚ୍ଛ ଓ ଖୋଲାଘର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ହୋଇଥାଏ / ଏହି ଗଛ ହିଁ ଏସବୁ ପକ୍ଷୀଙ୍କ ବାସସ୍ଥାନ
ସେ କୋଠରୀରେ ବସି ଛାତକୁ ଅନାଉଥିଲା