Home Oriya Odia Dictionary

Download Oriya Odia Dictionary APP

Rot Oriya Odia Meaning

କଷ୍ଟଭୋଗିବା, ଘାଣ୍ଟିହେବା

Definition

ସଢ଼ିବା ପ୍ରକ୍ରିୟା ବା ଭାବ
କୌଣସି ବସ୍ତୁର ଏପରି ବିକାର ଅବସ୍ଥା, ଯାହାର କିଛିଅଂଶ ସଢ଼ିବାକୁ ଆରମ୍ଭ ହୋଇ ସେଥିରୁ ପଚାଳିଆ ଦୁର୍ଗନ୍ଧ ବାହାରେ
ଜଳମିଶ୍ରିତ ପଦାର୍ଥ ଅମ୍ଳଯୁକ୍ତ ହେବା
ହୀନ ଅବସ୍ଥାରେ ପଡ଼ି ରହିବା
ସଢ଼ିବାପାଇଁ ପ୍ରବୃତ୍ତ କରିବା

Example

ସଢ଼ା ପତ୍ରରୁ ଖତ ତିଆରି ହୁଏ
ଫଳ, ପନିପରିବା ଆଦି ଶୀଘ୍ର ପଚିଯାଏ
ଇଟିଲିପିଠାର ଅଟା ଏପର୍ଯ୍ୟନ୍ତ ଆମ୍ବିଳା ହୋଇନାହିଁ
ଗରିବଙ୍କ ଧନ ହଡ଼ପ କରିଥିବା ଲାଲା ବୁଢ଼ାଦିନେ ଘାଣ୍ଟିହେଲା
ପାଚିଲା ଫଳଗୁଡ଼ିକ ଆପଣ ଅଧିକ ଦିନ ରଖି ସଢ଼ାଇଦେଲେ