Home Oriya Odia Dictionary

Download Oriya Odia Dictionary APP

Rottenness Oriya Odia Meaning

ପଚା, ସଢା

Definition

ନୀତିପଥରୁ ତଳକୁ ଖସିଯାଇଥିବା ଓ ସମାଜରେ ବହୁତ ଖରାପ ବୋଲି ବିଚାର କରାଯାଉଥିବା ଆଚରଣ ବା ବ୍ୟବହାର
ସଢ଼ିବା ପ୍ରକ୍ରିୟା ବା ଭାବ

Example

ଆଜିକାଲି ସମାଜ ଭ୍ରଷ୍ଟାଚାରରେ ପରିପୂର୍ଣ୍ଣ
ସଢ଼ା ପତ୍ରରୁ ଖତ ତିଆରି ହୁଏ