Home Oriya Odia Dictionary

Download Oriya Odia Dictionary APP

Roughly Oriya Odia Meaning

ଅଳ୍ପବହୁତ, କମବେଶି, କ୍ରୂରତାପୂର୍ବକ , କ୍ରୂରହୋଇ, ନିର୍ଦୟତାପୁର୍ବକ, ନିର୍ଦୟଭାବରେ, ନ୍ୟୂନାଧିକ

Definition

ଅସାବଧାନ ସହିତ ବା ବିନା ସାବଧାନରେ
କଳ୍ପନାର ଆଧାରରେ
ଅଳ୍ପକେତେକ ଜାଗାରେ ହେଉଥିବା
କମ୍ ବା ଅଧିକ

Example

ସେ ଅସାବଧାନତା ସହ ସିଡ଼ି ଉପରେ ଚଢ଼ୁଥିଲା ଓ ପଡ଼ିଗଲା
ସେ କବୀରକୁ ଆନୁମାନିକ ଚାରିକିଲୋ ଅଟା ଦେଲା
ଛୋଟଛୋଟ ଘଟଣାକୁ ଛାଡ଼ିଦେଲେ ବନ୍ଦ ସଫଳ ହୋଇଛି
ସବୁ ମଣିଷଙ୍କ ଜୀବନରେ କିଛି ସମସ୍ୟା ଅଳ୍ପବହୁତ ଆସେ