Home Oriya Odia Dictionary

Download Oriya Odia Dictionary APP

Rumple Oriya Odia Meaning

କୁଞ୍ଚ ପଡିବା, ଜାକିଜୁକିହେବା, ଦଳିବା, ଭାଙ୍ଗ ପଡିବା, ମକଚିବା

Definition

କୌଣସି ବସ୍ତୁ ମୋଡ଼ିହେବା ବା ଲୋଚାହେବାପରେ ଯେଉଁ ଗଢ଼ଣ ହୁଏ
ବିସ୍ତାରିତ ନ ହୋଇ ଏକ ସ୍ଥାନରେ ଏକତ୍ର ହେବା
ଭାଙ୍ଗ ବା କୁଞ୍ଚ ପଡ଼ିବା
ଟାଣପଣ କାରଣରୁ ଛୋଟ ହେବା
ବସ୍ତ୍ର, ଫୁଲ ଆଦି କୌଣସି କୋମଳ ପଦାର୍ଥକୁ ହାତରେ ଏପରି

Example

ପୋଷାକର କୁଞ୍ଚନକୁ ଇସ୍ତ୍ରୀକରି ଦୂର କରାଯାଏ
ପ୍ରାୟଃ ସୁତା ଲୁଗାକୁ ପ୍ରଥମ ଥର ଧୋଇଲେ ତାହା ସାଙ୍କୁଡ଼ିଯାଏ
କନାକୁ ଠିକ ଭାବରେ ନ ରଖିବାରୁ ସେଥିରେ ଭାଙ୍ଗ ପଡ଼ି ଯାଇଛି
ବଳାହେଲାପରେ ଦଉଡ଼ି କୁଞ୍ଚିତ ହୋଇଯାଏ
ତୁମ୍ଭେମାନେ ଫୁଲଗୁଡ଼ିକ କାହିଁକି ମକଚୁଛ?
ଚର୍ମ ସଙ୍କୁଚନ କାରଣରୁ ତାଙ୍କ ମଥାରେ ତିନୋଟି