Home Oriya Odia Dictionary

Download Oriya Odia Dictionary APP

Rumpus Oriya Odia Meaning

ହଲ୍ଲା, ହଲ୍ଲାଗୁଲା, ହୋହଲ୍ଲା

Definition

ଏଭଳି ଆକସ୍ମିକ କଥା ବା ଘଟଣା ଯେଉଁଥିରେ କଷ୍ଟ ବା ଦୁଃଖ ହୁଏ
ବହୁତ ଲୋକଙ୍କର ଏଭଳି ଝଗଡ଼ା ଯେଉଁଥିରେ ମାଡ଼ପିଟ ବି ହୁଏ
କୌଣସି କଥାରେ ହେଉଥିବା ବିବାଦ
ଆକସ୍ମିକ ଦୁଃଖଦାୟକ ଘଟଣା

Example

ଏହି ଦୁର୍ଘଟଣା ପରେ ତା ସ୍ୱଭାବରେ ବହୁତ ପରିବର୍ତ୍ତନ ଆସିଗଲା
ସେ କଳିର କାରଣ ଜାଣିବାକୁ ଚାହୁଁଛି
ମାଙ୍କଡ଼ପଲ ଉତ୍ପାତ ଜାରି ରଖିଛନ୍ତି / ମାଙ୍କଡ଼ପଲ ଉପଦ୍ରବ କରୁଛନ୍ତି