Home Oriya Odia Dictionary

Download Oriya Odia Dictionary APP

Rupee Oriya Odia Meaning

ଟଙ୍କା, ନେପାଳି ଟଙ୍କା, ପାକିସ୍ଥାନୀ ଟଙ୍କା, ମରିସିୟାନ୍ ଟଙ୍କା, ରୂପ୍ୟକ, ଶ୍ରୀଲଙ୍କୀୟ ଟଙ୍କା

Definition

ସରକାର ଚଳାଇଥିବା କାଗଜ ଯାହା ଉପରେ କିଛି ଟଙ୍କାର ସଂଖ୍ୟା ଛପା ଯାଇଥାଏ ଏବଂ ଯାହା ସେତିକି ଟଙ୍କାର ମୁଦ୍ରା ଭାବେ ଚାଲିଥାଏ
ଭାରତରେ ପ୍ରଚଳିତ ହେଉଥିବା ଷୋହଳ ଅଣାର ଏକ ମୁଦ୍ରା
ଭାରତ ଓ ପାକିସ୍ତାନ ଆଦି

Example

ସେ ମୋତେ ଶହ-ଶହ ଟଙ୍କାର ନୋଟ ଦେଖାଇଲା
ଜେଜେବାପାଙ୍କ ପାଖରେ ବିଭିନ୍ନ ପ୍ରକାରର ଏକଟଙ୍କିଆ ମୁଦ୍ରା ଥିଲା
ଦିନକୁ ଦିନ ଟଙ୍କାର ଅବମୂଲ୍ୟାୟନ ହେଉଅଛି
ମୋ ପାଖରେ କିଛି ଶ୍ରୀଲଙ୍କୀୟ ଟଙ୍କା ଅଛି
ସେ ମୋତେ ଦଶ ତଥା କୋଡ଼ିଏ ମୂଲ୍ୟର ନେ