Home Oriya Odia Dictionary

Download Oriya Odia Dictionary APP

Rupiah Oriya Odia Meaning

ରୁପିଆ

Definition

ଭାରତ ଓ ପାକିସ୍ତାନ ଆଦି ଦେଶରେ ପ୍ରଚଳିତ ମୁଦ୍ରା
ଶ୍ରୀଲଙ୍କାରେ ପ୍ରଚଳିତ ମୁଦ୍ରା
ନେପାଳରେ ପ୍ରଚଳିତ ମୁଦ୍ରା
ପାକିସ୍ଥାନରେ ପ୍ରଚଳିତ ମୁଦ୍ରା
ଭାରତରେ ପ୍ରଚଳିତ ମୁଦ୍ରା
ମରିସସରେ ପ୍ରଚଳିତ ମୁଦ୍ରା
ଇଣ୍ଡୋନେସିଆରେ

Example

ଦିନକୁ ଦିନ ଟଙ୍କାର ଅବମୂଲ୍ୟାୟନ ହେଉଅଛି
ମୋ ପାଖରେ କିଛି ଶ୍ରୀଲଙ୍କୀୟ ଟଙ୍କା ଅଛି
ସେ ମୋତେ ଦଶ ତଥା କୋଡ଼ିଏ ମୂଲ୍ୟର ନେପାଳି ଟଙ୍କା ଦେଇଥିଲେ
ସେ ବ୍ୟବସାୟୀଙ୍କୁ ପାକିସ୍ଥାନୀ ଟଙ୍କାର ଏକ ଥଳି ଧରାଇଦେଲେ
ଭାରତୀୟ ଟଙ୍କାରେ ଗାନ୍ଧୀଜୀଙ୍କର