Home Oriya Odia Dictionary

Download Oriya Odia Dictionary APP

Rural Oriya Odia Meaning

ଗାଁଉଲି, ଗ୍ରାମୀଣ, ଗ୍ରାମ୍ୟ

Definition

ଗାଁ କିମ୍ବା ଗ୍ରାମୀଣ କ୍ଷେତ୍ରରେ ରହିବାବ୍ୟକ୍ତି
ଗାଁର ବା ଗାଁ ସହିତ ସମ୍ବନ୍ଧିତ
ଗାଁରେ ବାସ କରୁଥିବା ବ୍ୟକ୍ତି

Example

ଗାଉଁଲି ଲୋକ ସହରୀମାନଙ୍କ ଅପେକ୍ଷା କମ ଶିକ୍ଷିତ ହେଲେବି ଅତ୍ୟନ୍ତ ସ୍ନେହୀ
ଗାଉଁଲି ଜୀବନ ସରଳତାପୂର୍ଣ୍ଣ
ଗ୍ରାମବାସୀମାନେ ସାଧୁଙ୍କର ଖୁବ ସତ୍କାର କଲେ