Home Oriya Odia Dictionary

Download Oriya Odia Dictionary APP

Safari Oriya Odia Meaning

ସଫାରୀ

Definition

ଜଙ୍ଗଲି ପଶୁ-ପକ୍ଷୀଙ୍କୁ ମାରିବା କାର୍ଯ୍ୟ
ଯେଉଁ ପଶୁ-ପକ୍ଷୀମାନଙ୍କୁ ଶିକାର କରାଯାଏ
ଯାହାକୁ ଲାଭ ଉଦ୍ଦେଶ୍ୟରେ କବଳିତ କରାଯାଏ
ଲୋକମାନଙ୍କଦ୍ୱାରା ଜଙ୍ଗଲ ଆଦିରେ କୌଣସି ବଣୁଆ ପଶୁକୁ ମାରିବା ବା ଦେଖିବା ବା ଅନ୍ୟ ଦୃଶ୍ୟ ଦେଖ

Example

ପ୍ରାଚୀନ କାଳରେ ରାଜା-ମହାରାଜାମାନେ ଶିକାର ନିମନ୍ତେ ଜଙ୍ଗଲ ଯାତ୍ରା କରୁଥିଲେ
ଶିକାରଟି ଆହତ ହୋଇ ବୁଦା ଭିତରେ ଲୁଚିଗଲା
ଆଜି ମୁଁ ଏକ ଭଲ ଶିକାର ଫସାଇଛି
ଲୋକମାନେ ସଫାରୀ ନିମନ୍ତେ ଆଫ୍ରିକା ଯାଆ