Home Oriya Odia Dictionary

Download Oriya Odia Dictionary APP

Saffron Oriya Odia Meaning

କୁଂକୁମ, କେଶର, ଜାଫରାନ୍, ଜାଫ୍ରାନ୍

Definition

ଘୋଡ଼ା ଓ ସିଂହଆଦିଙ୍କ ବେକର ବାଳ
ଥଣ୍ଡା ଦେଶରେ ହେଉଥିବା ଏକ ପ୍ରକାର ଲମ୍ବା ଫୁଲ ଯେଉଁଥିରୁ ଉତ୍କୃଷ୍ଟ ସୁଗନ୍ଧ ବାହାରିଥାଏ
ଶୀତପ୍ରଧାନ ଦେଶରେ ହେଉଥିବା ଏକ ପ୍ରକାର ଛୋଟ ଗଛ ଯାହାର ଲମ୍ବାକାଠି ଉତ୍‌କୃଷ୍ଟ ସୁଗନ୍ଧ ପାଇଁ ପ୍ରସିଦ୍ଧ
ଫୁଲର

Example

ସିଂହର କେଶର ତାର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଥାଏ
ମୋତେ ଜାଫ୍ରାନ୍ ଫୁଲ ବହୁତ ପସନ୍ଦ
କେଶରରୁ ମିଳୁଥିବା ସୁଗନ୍ଧିତ ପଦାର୍ଥର ପ୍ରୟୋଗ ଧାର୍ମିକ କାର୍ଯ୍ୟରେ ମଧ୍ୟ କରାଯାଇଥାଏ
କେଶର ଗଛର ଜନନ ଅଙ୍ଗ