Home Oriya Odia Dictionary

Download Oriya Odia Dictionary APP

Sagittarius Oriya Odia Meaning

ଧନୁ, ଧନୁରାଶି

Definition

ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ନବମ ରାଶି, ଯାହାଙ୍କ ମଧ୍ୟରେ ମୂଳା, ପୂର୍ବାଷାଢ଼ା ତଥା ଉତ୍ତରାଷାଢ଼ାର ଏକ ପାଦ ଆସେ
ବାଉଁଶ କିମ୍ବା ଲୁହା ଛଡ଼ଆଦିକୁ ବଙ୍କା କରି ତାହାର ଦୁଇଟି ଶୀର୍ଷ ମଝିରେ ଦଉଡ଼ି ବାନ୍ଧି ତିଆରି କରାଯାଇଥିବା ଶସ୍ତ୍ର ଯାହାଦ୍ୱାରା ତୀର ଚଳାଯାଏ

Example

ଏହି ମାସ ଧନୁରାଶିପାଇଁ ସୁଫଳଦାୟୀ
ଶିକାରୀ ଧନୁରେ ଲକ୍ଷ୍ୟ ସାଧିଲା ଏବଂ ବାଘକୁ ମାରିଦେଲା