Home Oriya Odia Dictionary

Download Oriya Odia Dictionary APP

Sailor Oriya Odia Meaning

ନାବିକ, ନୌ ସୈନିକ

Definition

ନୌକା ଚଳାଇବା କାମ କରୁଥିବା ଏକ ଜାତି
ନାବ ଚଳାଉଥିବା ବ୍ୟକ୍ତି
ଜାହାଜ ଚଳାଉଥିବା ବ୍ୟକ୍ତି
ଜାହାଜରେ କାମ କରୁଥିବା ବ୍ୟକ୍ତି
ନୌକା ଚାଳନା କାର୍ଯ୍ୟ କରୁଥିବା ଗୋଟିଏ ଜାତିର ସଦସ୍ୟ
କୌଣସି ଜାହାଜର ନାବିକ ଦ

Example

ମନୋହର ବ୍ରାହ୍ମଣ ହୋଇ ମଧ୍ୟ ନିଜ ପୁଅର ବାହାଘର କେଉଟ ଜାତିରେ କରିଛି
ନାଉରିଆ ଡଙ୍ଗାକୁ ଦୃତଗତିରେ ନେଉଥିଲା
ସେ ନୌସେନାରେ ନାବିକ
ମୋ ଦିଅର ନୌବାହିନୀରେ ନାବିକ
ନଦୀପାର କରାଇବା ନିମନ୍ତେ ସେ ଧୀବରକୁ ଡାକିଲା
ଜାହାଜଉପରେ ସମସ୍ତ ନାବିକ ଉପସ୍ଥିତ ଅଛନ୍ତି